ତେଲି ଭାଗବତ
ଦେଖଣା
ତେଲି ଭାଗବତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବ୍ରାହ୍ମଣ ଜଗନ୍ନାଥ ଦାସ ବିରଚିତ ଓଡ଼ିଆ (ପ୍ରାକୃତ) ଭାଗବତକୁ ବ୍ରାହ୍ମଣମାନେ (ଏ ସଂସ୍କୃତରେ ରଚିତ ହୋଇ ନ ଥିବାରୁ) ଘଣାରେ ଦେଇ ଥିବା ନା —A name given in derision by the contemporary Brahman Pandits of Orissa to the Oria metrical translation of Bhagabata by Jagannath Das.