ତେଲି ଶାଳ
ଯେଉଁ ସ୍ଥାନରେ ତେଲି ଘଣାଦ୍ୱାରା ତେଲ ବାହାର କରେ —Oil factory; the place where oil is pressed.
ତେଲି ଶାଳେ ଛେଳି ଛାଲ ଢାଉଁ ଢାଉଁ ବଜାଇ ଶିଶୁରଞ୍ଜନ ପଦ