ତେଲୁଗୁଣି
ତେଲୁଣୀ (ଦେଖ) - Teluṇī (See)
ବନ୍ୟବୃକ୍ଷବିଶେଷ —Aegiceras Majus.
[ଦ୍ରଷ୍ଟବ୍ୟ —ଏହା ୧୮: ଫୁଟରୁ ୨ଫୁଟ ପର୍ଯ୍ୟନ୍ତ ବଢ଼େ]