ତେଲୁଣୀ
ଦେଖଣା
ତେଲୁଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ତେଲିର ସ୍ତ୍ରୀ — ୧. A female of the oilman caste.
- ୨. ପଲମ; ତେଲାଉଣୀ —୨. An earthen lid for covering pots; a frying pan.
[ଦ୍ରଷ୍ଟବ୍ୟ —ହାଣ୍ଡି ମୁହଁରେ ଘୋଡ଼ାଯିବା ଛୋଟ ପାତ୍ରକୁ ସରା, ମଧ୍ୟ ଭଳି ପାତ୍ରକୁ ତେଲୁଣୀ ଓ ବଡ଼ ପାତ୍ରକୁ ପଲମ କୁହାଯାଏ]
- ୨. ସିଧା ଝଙ୍କାଳିଆ ବୁଦା — ୨. Aegeceras Mayus (Haines)