ତେଲେଙ୍ଗା
ତେଲଙ୍ଗା (ଦେଖ) - Telaṅgā (See)
ଏକ ପ୍ରକାର ଜଳକୂଳଜାତ ତୃଣ, ବେରୁହାଁ ପରି ଏହାକୁ କାଟି ଏଥିରେ ହେଁସ ତିଆରି କରାଯାଏ; ସନ୍ତରା — A species of aquatic grass used in weaving mat.