Jump to content

ତେଲ କୋରୁହାଁ

ଉଇକିଅଭିଧାନ‌ରୁ

ତେଲ କୋରୁହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତେଲକୁରିଆ—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଏକ ଜାତୀୟ ନୀତିଦୀର୍ଘ ବନ୍ୟବୃକ୍ଷ —The torch tree; Ixora Parviflora (Haines).

[ଦ୍ରଷ୍ଟବ୍ୟ — ଏଥିରେ କାଠରେ ପଟା ଓ କୁରାଢ଼ି ବାରଶୀ ଆଦିର ବେଣ୍ଟ ହୁଏ ଏଥିର କାଠ ଟାଣୁଆ ଓ ଚିକ୍କଣ; ଏଥିର ଫୁଲ ରକ୍ତବର୍ଣ୍ଣ, ଚତୁର୍ଦ୍ଦଳ ଓ ପେନ୍ଥା ପେନ୍ଥା ଓ ଫୁଲର ଡ଼େମ୍ଫ ନଳାକାର]