Jump to content

ତେଲ ବାହାର କରାଇବା

ଉଇକିଅଭିଧାନ‌ରୁ

ତେଲ ବାହାର କରାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ତେଲ ବାହାର କରିବା କ୍ରିୟାର ଣିଜନ୍ତ ରୂପ —୧. The causative from of the 'Tela bāhāra karibā'.
୨. (ଲକ୍ଷଣାର୍ଥ) କଠିନ ପରିଶ୍ରମ କରାଇ ଥକାମରା କରି ଦେବା —୨. (figurative) To cause a person to be tried by excessive labour.