Jump to content

ତେଲ ମାରିବା

ଉଇକିଅଭିଧାନ‌ରୁ

ତେଲ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିଜର ଶରୀରରେ ଉପରଠାଉରିଆ କରି ତେଲ ଲଗାଇବା — ୧. To roughly anoint oil on one's body.
୨. ଶୁଖିଲା ନଡ଼ିଆ, ଗବ ଆଦିକୁ ସିଦ୍ଧ କରି ତେଲ ରାନ୍ଧିବା — ୨. To prepare oil by boiling oil-producing substances.



ତେଲ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ତେଳକୁ କୌଣସିଠାରେ ସାମାନ୍ୟ ଭାବରେ ବୋଳିବା; ୨ ତୈଳପ୍ରଧାନ ଦ୍ରବ୍ୟକୁ ସିଝାଇ ବା ଅନ୍ୟ ପ୍ରକ୍ରିୟାଦ୍ୱାରା ତହିଁରୁ ତେଲ ବାହାର କରିବା