ତେଲ ଲଗେଇବା
ଦେଖଣା
ତେଲ ଲଗେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତେଲ ଲଗେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଆପଣାର ବା ଅନ୍ୟର ଦେହରେ ତେଲ ବୋଳିବା —To apply or anoint oil over the body.
ତେଲ ଲଗାଇବ ଆବାଖାବା ଖାଇ ବସିବ ଆଗା ଶୋଇ ପଡ଼ିଥିବ ଚିତ ହୋଇ ମାଡ଼ି ବସିଥିବ ଜାଗା— ଉପଦେଶାତ୍ମକ. ପ୍ରବଚନ