ତେଲ ହଳଦୀ ପଟଣା
ରାଣୀ ପ୍ରଭୃତିଙ୍କ ପ୍ରୟୋଜନୀୟ ତେଲ ହଳଦୀ ଖରଚ ଚଳିବା ପାଇଁ ତାଙ୍କୁ ଦିଆଯାଇଥିବା ଗ୍ରାମ ବା ଜମି —Grant of land given to a Rāṇī or Lady to meet the expenses of her toilette.