Jump to content

ତେସା

ଉଇକିଅଭିଧାନ‌ରୁ

ତେସା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - କ୍ରି. ବିଶେଷଣ - (ହିନ୍ଦୀ -ରୁ ଅନୁକୃତ)

[ସମ୍ପାଦନା]

ସେହି ପ୍ରକାରେ —In that manner.

(ଯଥା—ଯେସାକୁ ତେସା)

ବିଶେଷଣ -

[ସମ୍ପାଦନା]

ସେହି ପ୍ରକାରର —Of that kind.

ଯେସା ବୀଜ ତେସା ଅଙ୍କୁର ଢଗ

ବିଶେଷ୍ୟ -

[ସମ୍ପାଦନା]

ସେହି ପ୍ରକାର —That kind.