Jump to content

ତେସ୍ତରୀ

ଉଇକିଅଭିଧାନ‌ରୁ

ତେସ୍ତରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ଓବିଶେଷଣ - (ସଂସ୍କୃତ - ତ୍ରିସପ୍ତରି; ପ୍ରା. ତିସତ୍ତତି; ତିହତ୍ତରି)

[ସମ୍ପାଦନା]

ସତୁରି ଅପେକ୍ଷା ତିନି ବେଶି — ୭୩; Seventy three.

ଧନୁଟାଏ ଧରିଣ କର୍ଣ୍ଣଙ୍କର ପିଣ୍ଡ, କାଟିବାକୁ ବିନ୍ଧିଲେ ତେସ୍ତରୀଟି କାଣ୍ଡ କୃଷ୍ଣସିଂହ. ମହାଭାରତ ଦ୍ରୋଣ