ତୈଜସ
ଦେଖଣା
ତୈଜସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ତେଜସ୍+ବିକାରାର୍ଥେ. ଅ)
[ସମ୍ପାଦନା]- ୧. ତେଜୋ— ବିକାର —୧. A resultant of energy or light.
- ୨. ଧାତୁମୟ; ଧାତୁନିର୍ମିତ — ୨. Metallic; made of metal.
- ୩. ଉଜ୍ଜ୍ୱଳ —୩. Radiant; bright.
- ୪. ରଜୋଗୁଣୋତ୍ପନ୍ନ —୪. Produced from the gross attributes of nature.
ବିଶେଷ୍ୟ -
[ସମ୍ପାଦନା]- ୧. ଧାତୁଦ୍ରବ୍ୟ —୧. Metal articles.
- ୨. ଘୃତ; ଘିଅ —୨. Ghee.
- ୩. ମହାଭାରତୋକ୍ତ ତୀର୍ଥବିଶେଷ (ପ୍ରକୃତିବାଦ) — ୩. Name of a scared place of the Hindus mentioned in the Mahābhārata.
- ୪. ଧାତୁ, ମଣି ଆଦି ଚକଚକିଆ ବସ୍ତୁ — ୪. Anything having a metallic lustre.
- ୫. ପରାକ୍ରମ —୫. Might.
- ୬. ସୁମତିଙ୍କର ଏକ ପୁତ୍ରର ନାମ — ୬. Name of a son of Sumati.
- ୭. ଖୁବ୍ ଜୋରରେ ଦଉଡ଼ି ପାରିବା ଘୋଡ଼ା (ହିନ୍ଦୀ - ଶବ୍ଦସାଗର) ୭. A very swift horse.
- ୮. ଭଗବାନ୍ (ହିନ୍ଦୀ - ଶବ୍ଦସାଗର) —୮. God.
- ୯. ଯେଉଁ ଶାରୀରିକ ବଳ ଆହ୍ୱାରକୁ ରସ ଓ ରସକୁ ଧାତୁରେ ପରିଣତକରେ (ହିନ୍ଦୀ - ଶବ୍ଦସାଗର) —୯. That energy inside the system which changes the food into a liquid sap before it turns into blood.
- ୧. (ହିନ୍ଦୁଦର୍ଶନ) ରଜୋଗୁଣୋତ୍ପନ୍ନ ଅହଙ୍କାର — ୧୦. (Hindu philosphy) Egotism born of gross worldly attributes.