Jump to content

ତୈର୍ଥିକ

ଉଇକିଅଭିଧାନ‌ରୁ

ତୈର୍ଥିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୀର୍ଥ=ଦର୍ଶନ ଶାସ୍ତ୍ର+କୃତାର୍ଥେ ଇକ)

[ସମ୍ପାଦନା]

କପିଳ, ବଣାଦଆଦି ଦର୍ଶନଶାସ୍ତ୍ରପ୍ରଣେତା — An author of a treatise on HIndu Philosophy; Philosopher.