Jump to content

ତୈଲଙ୍ଗ

ଉଇକିଅଭିଧାନ‌ରୁ

ତୈଲଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ନାମ

[ସମ୍ପାଦନା]
୧. ଦାକ୍ଷିଣାତ୍ୟର ପୂର୍ବ ଉପକୂଳସ୍ଥ ଅଞ୍ଚଳ — ୧. Ṭhe Ṭelangana or Carnatic (Apte)
୨. ତୈଲଙ୍ଗ ଦେଶବାସୀ ବ୍ୟକ୍ତି —୨. An inhabitant of the Ṭelanga country.

[ଦ୍ରଷ୍ଟବ୍ୟ —ପ୍ରାଚୀନ ତୈଲଙ୍ଗ ଦେଶ ଶ୍ରାଶୈଳଠାରୁ ଚୋଳ ଦେଶ ପର୍ଯ୍ୟନ୍ତ ବିସ୍ତୃତ ଥିଲା କେତେକଙ୍କ ମତରେ ଏ ଦେଶରେ କାଳେଶ୍ୱର, ଶ୍ରୀଶୈଳ ଓ ଭୀମେଶ୍ୱର ନାମକ ତିନି ପାହାଡ଼ରେ ଥିବା ୩ ଗୋଟି ଶିବଲିଙ୍ଗ (ତ୍ରି ଲିଙ୍ଗ) ଥିବାରୁ ଏ ନାମ ହୋଇଅଛି କେହି କେହି କହନ୍ତି ଏହା ତ୍ରିକଳିଙ୍ଗର ଅପଭ୍ରଂଶ ଓଡ଼ିଶାର ଦକ୍ଷିଣରୁ ମାନ୍ଦ୍ରାଜ ପର୍ଯ୍ୟନ୍ତ ବଙ୍ଗୋପସାଗର ଉପକୂଳବର୍ତ୍ତୀ ଭାରତ ଉପକୂଳ ତୈଲଙ୍ଗ ଦେଶ ଅଟେ]