ତୈଳକାର
ତେଲି —Oilman
[ଦ୍ରଷ୍ଟବ୍ୟ —ବ୍ରହ୍ମବୈବର୍ତ୍ତପୁରାଣ ମତରେ ଏ ଜାତିର ଉତ୍ପତ୍ତି କୋଟକ ଜାତୀୟ ସ୍ତ୍ରୀ କୁମ୍ଭୀରଜାତୀୟ ପୁରୁଷଠାରୁ ଉତ୍ପତ୍ତି—ହିନ୍ଦୀ - ଶବ୍ଦସାଗର]