ତୈଳଦ୍ରାଣୀ
ଦେଖଣା
ତୈଳଦ୍ରାଣୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ. ତୈଳପୂର୍ଣ୍ଣ ଦ୍ରୋଣୀ=କାଷ୍ଠପାତ୍ର)
[ସମ୍ପାଦନା]- ୧. ତେଲ ପୂର୍ଣ୍ଣ କାଠ ପିମ୍ପା — ୧. Oil can; wooden cans full of oil.
- ୨. ତୈଳପୂର୍ଣ୍ଣ ବଡ଼ ଲମ୍ୱ ପାତ୍ର — ୨. A tub filled with oil.
[ଦ୍ରଷ୍ଟବ୍ୟ — ଏ ପାତ୍ର ମଧ୍ୟରେ ମନୁଷ୍ୟ ଶୋଇ ପାରିବା ଭଳି ଏହା ଲମ୍ୱ ହୋଇ ପ୍ରସ୍ତୁତ ହେଉଥିଲା ଏଥିରେ ତୈଳ ପୂର୍ଣ୍ଣ ହୋଇ ମୁର୍ଦାରକୁ ରଖାଯାଉଥିଲା ଶବକୁ ତୈଳଦ୍ରୋଣୀରେ ରଖିବାରୁ ତାହା ଶୀଘ୍ର ସଢୁ ନ ଥିଲା ରାଜା ଦଶରଥଙ୍କ ଶବ ଭରତଙ୍କ ଆଗମନ ଅପେକ୍ଷାରେ ତୈଳଦ୍ରୋଣୀରେ ସଞ୍ଚିତ କରା ଯାଇଥିଲା]