Jump to content

ତୈଳାକ୍ତ

ଉଇକିଅଭିଧାନ‌ରୁ

ତୈଳାକ୍ତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (୩ୟା ତତ୍; ତୌଳ+ଆକ୍ତ=ଲିପ୍ତ)

[ସମ୍ପାଦନା]
୧. ତେଲ ସରସର —୧. Besmeared with oil.
୨. ତେଲିଆ —୨. Oily.