Jump to content

ତୈଳିକ

ଉଇକିଅଭିଧାନ‌ରୁ

ତୈଳିକ

ଉଚ୍ଚାରଣ

[ସମ୍ପାଦନା]
(ତୈଳିକା—ସ୍ତ୍ରୀ)
  • (file)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ତୈଳ+ବ୍ୟବସାୟାର୍ଥେ. ଇକ)

[ସମ୍ପାଦନା]

ତେଲି — Oil man.

ବିଶେଷଣ - (+ସମ୍ୱନ୍ଧାର୍ଥେ. ଇକ)

[ସମ୍ପାଦନା]

ତୈଳ ସମ୍ୱନ୍ଧୀୟ — Relating to oil.