ତୈଳ ସ୍ଫଟିକ
ଦେଖଣା
ତୈଳ ସ୍ଫଟିକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଅମ୍ୱର ନାମକ ଗନ୍ଧଦ୍ରବ୍ୟ; ଅମ୍ୱରୀ — Amber-gris.
[ ଦ୍ର—ଏହା ଏକ ପ୍ରକାର ସମୁଦ୍ରଜାତ ସୁଗନ୍ଧି ଦ୍ରବ୍ୟ ଏହା ତିମି ମାଛର ଅନ୍ତରୁ ବାହାରି ସମଦ୍ରରେ ଭାସି ଆସେ ଆଉ ଏକ ପ୍ରକାର ଅମ୍ୱର ଖଣିରୁ ମିଳେ ଏହାକୁ ଇଂରାଜିରେ (fossil amber)ବୋଲାଯାଏ; କେହି କେହି କହନ୍ତି ଏହା ସମୁଦ୍ରତୀର— ଜାତ ଏକ ପ୍ରକାର ମସୃଣ, କଠିନ ଉଦ୍ଭିଦ ପଦାର୍ଥ ]