Jump to content

ତୋକ

ଉଇକିଅଭିଧାନ‌ରୁ

ତୋକ

ଉଚ୍ଚାରଣ

[ସମ୍ପାଦନା]
(ତୋକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ତୁ ଧାତୁ=ବୃଦ୍ଧି ପାଇବା+କ)

[ସମ୍ପାଦନା]
୧. ଶିଶୁ; ଛୋଟ ପିଲା —୧. Child; boy.
୨. (ନାମ) ଶ୍ରୀକୃଷ୍ଣଙ୍କର ଜଣେ ସଖା — ୨. Name of a companion of Ṡrīkṛushṇa.