ତୋକ୍ମାରୀ
ଦେଖଣା
ତୋକ୍ମାରୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁଖ୍ମଲଙ୍ଗା)
[ସମ୍ପାଦନା]ଈଷତ୍ ଗୋଲ ଲଣ୍ଡାବଗୁଲି ମଞ୍ଜି ପରି ଏକପ୍ରକାର ମଞ୍ଜି —The seed of tooly hook; Lallemantia Roybana.
[ ଦ୍ର—ଏ ଗୁଳ୍ମ ତୁଳସ୍ୟାଦିବର୍ଗର ବନ୍ୟ କ୍ଷୁଦ୍ର କ୍ଷୁପ; ଏଥିର ମଞ୍ଜିକୁ ଗରମ ପାଣିରେ ପକାଇଲେ ଲଣ୍ଡାବଗୁଲି ମଞ୍ଜି ପରି ତାହା ଫଉଲି ଉଠେ ଏହାକୁ ବଥ ଉପରେ ଦେଲେ ଅଳ୍ପ ସମୟ ମଧ୍ୟରେ ବଥ ଫାଟିଯାଏ ]