Jump to content

ତୋଟକ

ଉଇକିଅଭିଧାନ‌ରୁ

ତୋଟକ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୋଟକ)

[ସମ୍ପାଦନା]

ପ୍ରତ୍ୟେକ ଚରଣରେ ୧୨: ଗୋଟି ଲେଖାଏଁ ଅକ୍ଷର ଥିବା ଛନ୍ଦୋବିଶେଷ —The name of a Sanskrit metre of ୧୨ letters.

[ଦ୍ରଷ୍ଟବ୍ୟ —ଏହାର ପ୍ରତ୍ୟେକ ଚରଣର ଅକ୍ଷରକୁ ଚାରି ଅଂଶରେ ବିଭକ୍ତ କଲେ ପ୍ରତି ଅଂଶର ପ୍ରଥମ ଦୁଇ ଅକ୍ଷର ଲଘୁ ଓ ୩ୟ ଅକ୍ଷର ଚାରୁ ହୁଏ ଯଥା ===

୧. ଦ୍ୱିଜରାଜମୁଖୀ ମୃଗରାଜକଟୀ
୨. ଗଜରାଜବିରାଜିତମନ୍ଦଗତିଃ
୩. ଯଦି ସା ରମଣୀ ଦୃଦୟେ ରମତେ
୪. କ୍ୱ ଜପଃ କ୍ୱ ତପଃ କ୍ୱ ସମାଧିବିଧିଃ

ଏହି ଛନ୍ଦରେ ଓଡ଼ିଆ ଓ ବଙ୍ଗଳାରେ ମଧ୍ୟ କବିତା ରଚିତ ହୋଇ ଅଛି ଏ ଶବ୍ଦ ହିନ୍ଦୀ - ଶବ୍ଦସାଗରରେ ସଂସ୍କୃତ ଥିବାରୁ ଲେଖାଅଛି]