Jump to content

ତୋଟାଳୀୟା

ଉଇକିଅଭିଧାନ‌ରୁ

ତୋଟାଳୀୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତୋଟାଳ (ଦେଖ) - Toṭāḻa (See)

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେ ତୋଟାକୁ ଜଗିଥାଏ —Watching an orchard.

ଦ୍ରବ୍ୟ ଥାଇ ଯାର କାର୍ଯ୍ୟକୁ ନ ଆସଇ ତୋଟାଳୀୟା ମାନବ ପରି ଜାଣ ସେହି କୃଷ୍ଣସିଂହ. ମହାଭାରତ. ବନ