ତୋଟି
ଦେଖଣା
ତୋଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୋଟି; ତ୍ରୋଟୀ; (ତୁଳ) ଇଂ ଥ୍ରୋଟ; ତ୍ରୁଟ୍ ଧାତୁ=ଚ୍ଛେଦନ କରିବା)
[ସମ୍ପାଦନା]- ୧. ଶଙ୍ଖୀ; ତଣ୍ଠି; ଗଳଦେଶର ସମ୍ମୁଖ ଭାଗ —୧. Throat.
- ୨. ଗଳା; କଣ୍ଠନାଳି —୨. Larynx.
ତୋଟିକି ଚୁମ୍ୱିଲା ତୃଷା କବିସୂର୍ଯ୍ୟ. କିଶୋରୀ ଚମ୍ପୂ ଚ. ଗୀତ
- ୩. ଗଳାର ସ୍ୱର —୩. Voice.
(ଯଥା—ଗୀତ ଗାଇ ଗାଇ ମୋ ତୋଟି ବସିଗଲା)