ତୋଟିକଟା
ଦେଖଣା
ତୋଟିକଟା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗଳାକଟା; ତଣ୍ଟିକଟା; ଯେ ତୋଟି ବା ଦେଇ ମନୁଷ୍ୟକୁ ମାରେ —୧. Cut- throat.
ପରତେ ନ ଯିବୁ ତୋଟିକଟାକୁ ଢଗ
- ୨. ନରହନ୍ତା —୨. A murderer.
- ୩. ବିଶ୍ୱସଘାତକ —୩. A faithless person.
- ୪. କୌଣସି ଲୋକର ତୋଟି କାଟି ତାଠାରୁ ଅପହୃତ (ଧନ) ୪. Obtained by cutting a man's throat.
ବିଶେଷ୍ୟ -
[ସମ୍ପାଦନା]ତୋଟିକୁ କାଟିବା —Cutting of the man's throat.