ତୋଟି କାଟିବା
ଦେଖଣା
ତୋଟି କାଟିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ମନୁଷ୍ୟର ତଣ୍ଟି କାଟି ମାରିବା; ୧. To kill a person by cutting his throat.
- ୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସର୍ବନାଶ କରିବା — ୨. (figurative) To ruin a person.
- ୩. ବିଶ୍ୱାସଘାତକତା ଆଚରଣ କରିବା —୩. To do a faithless act; to act perfideously.
ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏଟି କି କବିସୂର୍ଯ୍ୟ. ସଙ୍ଗୀତ