ତୋଟି ଚିପା
ଦେଖଣା
ତୋଟି ଚିପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିଶ୍ୱାସ ବନ୍ଦ କରି ପ୍ରାଣନାଶାର୍ଥ କୌଣସି ବ୍ୟକ୍ତିର ତୋଟିକୁ ଚିପିବା; ଶଙ୍ଖୀ ଚିପିବା —Strangling a person by the throat.
ବିଶେଷଣ -
[ସମ୍ପାଦନା]- ୧. ଯେ ତୋଟିକୁ ଚିପି ମନୁଷ୍ୟକୁ ମାରେ — ୧. Strangler.
- ୨. ଯେଉଁ ଲୋକ ପରର ତଣ୍ଟିକି ଚିପି ତାହାର ମୁହଁ ପାଖରୁ ଖାଦ୍ୟ ଛଡ଼ାଇ ଆଣେ — ୨. One who wrests away the food from another's mouth by strangling him.
- ୩. ଅନ୍ୟ ବ୍ୟକ୍ତିର ତଣ୍ଟି ଚିପି ଜବରଦସ୍ତି ଅଣା ଯାଇଥିବା (ଧନ) —୩. Obtained by strangling.
- ୪. (ଲକ୍ଷଣାର୍ଥ) ଯେଉଁ ଧନ ପରକୁ ଉତ୍ପୀଡ଼ିତ କରି ସଂଗୃହୀତ ହୋଇ ଥାଏ —୪. (figurative) (money) Obtained by oppression or extortion.
(ଯଥା—ପ୍ରଜାଙ୍କ ତୋଟିଚିପା ଧନରେ ସେ ରଜା ବଡ଼ ଲୋକ ବୋଲାଉଛି )