Jump to content

ତୋଟି ଚିପିବା

ଉଇକିଅଭିଧାନ‌ରୁ

ତୋଟି ଚିପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ତୋଟିକୁ ଆଙ୍ଗୁଠିଦ୍ୱାରା ବନ୍ଦ କରି ନିଶ୍ୱାସ ବନ୍ଦ କରିବା —୧. To suffocate or strangle a person by holding his throat tightly; to throattle.
୨. ନିଷ୍ଠୁର ଭାବରେ ବା ଗଳା କାଟି ମାରି ପକାଇବା — ୨. To strangle a person to death.
୩. ଅନ୍ୟର ଖାଦ୍ୟଦ୍ରବ୍ୟ ବଳପୂର୍ବକ ଅପହରଣ କରିବା ନିମନ୍ତେ ତାହାର ଗଳାକୁ ଟିପିବା — ୩. To suffocate a person with a view to wrest away his food from his mouth.
୪. (ଲକ୍ଷଣାର୍ଥ) ଧନ ଆଦାୟ କରିବା ପାଇଁ ଜବରଦସ୍ତି ବା ଉତ୍ପୀଡ଼ନ କରିବା —୪. (figurative) To oppress or extort money from a person.