ତୋଟି ଦରଜ
ଦେଖଣା
ତୋଟି ଦରଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୋଟି+ଫାରାସୀ - ଦର୍ଦ)
[ସମ୍ପାଦନା]ଗଳା ବା କଣ୍ଠ— ନାଳୀ ଭିତରେ ବ୍ୟଥା ଓ ଦରଜର ଅନୁଭୂତି — Having pain in the larynx.
- ୫. (ଲକ୍ଷଣାର୍ଥ) ଯନ୍ତ୍ରଣା ଦେଇ ମାରି ପକେଇବା — ୫. (figurative) To kill a person by inflicting much pain.
- ୬. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିକୁ ତାହାର ଜୀବିକାରୁ ବଞ୍ଚିତ କରିବା —୬. (figurative) To deprive a person of his livelihood.
- ୭. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ସର୍ବନାଶ ଘଟାଇବା — ୭. (figurative) To bring ruin upon a person.
ସେହିରୂପରେ ଅବିନୟ ଦେହେ ଘୋଟି କାଳକୁ ସଙ୍ଗେ ଘେନି ଚିପିଦିଏ ତୋଟି—କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ
[ଦ୍ରଷ୍ଟବ୍ୟ — ଏ କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକେଇବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ ]