ତୋଟି ଧରିବା
ଦେଖଣା
ତୋଟି ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତିର ତଣ୍ଟିକୁ ଚିପି ତାକୁ ଅବଶ୍ୟ ବା ଆକାନ୍ତ କରିବା — ୧. To overcome a person by holding his throat tightly.
- ୨. ନାଛୋଡ଼ବନ୍ଦା ହୋଇ କୌଣସି ବ୍ୟକ୍ତି ସହିତ ଅଳି କରିବା; ବିବ୍ରତ କରିବା; ଅତ୍ୟନ୍ତ ବ୍ୟସ୍ତ କରିବା — ୨. To pester a person by importunities; to ply a person with importunity.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗଳାଫୁଲା; କଣ୍ଠନାଳୀ ଓ କଣ୍ଠ ଦେଶର ଫୁଲା ଓ ଦରଜ ହେବା —Swelling and pain in the throat.