Jump to content

ତୋଟି ବସିବା

ଉଇକିଅଭିଧାନ‌ରୁ

ତୋଟି ବସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଗଳା ବସିଯିବା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ତଣ୍ଟି ବସିବା; ବହୁତ ପାଟି କରିବା ବା ଶରଦ ଆଦି ଯୋଗୁଁ ଗଳାର ସ୍ୱର କମିଯିବା; କଣ୍ଠସ୍ୱର ମନ୍ଦ୍ର ହୋବା —୧. Hoarseness of one's voice (due to cold etc).
୨. ଶରଦ ଆଦି ଯୋଗୁଁ ମନୁଷ୍ୟର ସ୍ୱର ଆଦୌ ଶୁଣା ନ ଯିବା —୨. Low or subdued voice due to cold or over straining of the larynx.