Jump to content

ତୋଡ଼ାଣି

ଉଇକିଅଭିଧାନ‌ରୁ

ତୋଡ଼ାଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୋୟ+ଅନ୍ନ; କିମ୍ୱା ସଂସ୍କୃତ - ତୃଟ୍=ତୃଷା+ ନିବାରଣୀ=ତୃନ୍ନିବାରିଣୀ; ଯାହାଦ୍ୱାରା ତୃଷା ନିବୃତ୍ତି ହୁଏ)

[ସମ୍ପାଦନା]

ତୋରାଣି; ପଖାଳ ଭାତରେ ମିଶିଥିବା ପାଣି; ପଖାଳରୁ ଭାତ କାଢ଼ି ନେଲେ ଯେଉଁ ଜଳୀୟ ଅଂଶ ରହେ —Cold rice gruel; water left after taking out the rice from pakhāḻa (watered boiled rice)

[ଦ୍ରଷ୍ଟବ୍ୟ —ରନ୍ଧା ଭାତ ଗରମ ଥାଉଁ ଥାଉଁ ତହିଁରେ ପାଣି ମିଶାଇ ଦେଲେ ଚାଇଁପଖାଳ ହୁଏ ଆଜି ରନ୍ଧା ହୋଇଥିବା ଭାତରେ ପାଣି ମିଶାଇଲେ ତାହା ସଜପଖାଳ ହୁଏ ସଜପଖାଳ ଦିନକରୁ ବେଶୀ ରହିଲେ ତାହା ବାସିପଖାଳ ହୁଏ ପଖାଳରୁ ଭାତତକ କାଢ଼ି ନେଲେ ଯେଉଁ ଅବଶିଷ୍ଟ ଜଳୀୟ ଅଂଶ ରହେ ତାକୁ ତୋଡ଼ାଣି କହନ୍ତି ]