ତୋଡ଼ି
ଦେଖଣା
ତୋଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତୋଡ଼ି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୋଟି; ତ୍ରୋଟୀ; ଅନ୍ୟ ସଂସ୍କୃତ - ନାମ କଙ୍କ ତ୍ରୋଟ)
[ସମ୍ପାଦନା]- ୧. ଏକପ୍ରକାର ଅତି କ୍ଷୁଦ୍ର କାତିଯୁକ୍ତ ମାଛ — ୧. A small fresh water fish resembling the garfish; the bill fish.
[ଦ୍ରଷ୍ଟବ୍ୟ —ଏମାନେ ଲମ୍ୱରେ ଏକ ଚାଖଣ୍ଡ ପର୍ଯ୍ୟନ୍ତ ବଢ଼ନ୍ତି ଏମାନଙ୍କର ଥଣ୍ଟ ଗୋଜିଆ, ଦେହ ନାଳୁଆ ପଙ୍କରେ ରହନ୍ତି; ଏମାନେ ଶୁଖିଲା ପଙ୍କ ମଧ୍ୟରେ ଅନେକ କାଳ ପର୍ଯ୍ୟନ୍ତ ବଞ୍ଚି ରହିବାର ଦେଖାଯାଏ ଯେଉଁମାନଙ୍କ ଦେହରେ ଧଳା ଗାର ଥାଏ ସେମାନଙ୍କୁ ଗଣିଆତୋଡ଼ି ବୋଲାଯାଏ ]
- ୨. ରାଗିଣୀବିଶେଷ —୨. Name of a musical tune; a metre in Oriya poetry.