Jump to content

ତୋଡ଼ ଜୋଡ଼

ଉଇକିଅଭିଧାନ‌ରୁ

ତୋଡ଼ ଜୋଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୁଟ ଧାତୁ ଓ ଯୁଜ ଧାତୁ)

[ସମ୍ପାଦନା]
୧. କୌଣସି ପଦାର୍ଥକୁ ଭାଙ୍ଗିବା ଓ ଯୋଡ଼ିବା — ୧. Breaking and repairing a thing.
୨. କୌଣସି କାର୍ଯ୍ୟ ସମାଧାନ କରିବା ନିମନ୍ତେ ଯେ କୌଣସି ଉପାୟରେ ଉପକରଣ ବା ଧନର ସଂଗ୍ରହ; ବନ୍ଧାଛନ୍ଦା ବା ବିକାଭଙ୍ଗାଦ୍ୱାରା ସଜିଲ କରିବା — ୨. Collecting the necessary materials by any means.

(ଯଥା—ମହାଜନ ଦେଣା ମୁଁ ତୋଡ଼ଜୋଡ଼ କରି ଆଜି ସୁଝି ଦେଲି )

୩. ସାଜସରଞ୍ଜାମ; ଉପକରଣ — ୩. Materials; fittings; outfit.
୪. କାର୍ଯ୍ୟ ସାଧନର ଉପାୟ ଓ ଉପକରଣମାନ — ୪. Means and marerials for a work.
୫. ହପ୍ପା; ରଗଡ଼ —୫. Pressure; fit; brunt.

(ଯଥା—ତାଙ୍କ କୋଠା ତିଆରି କାମ ଭାରି ତୋଡ଼ଜୋଡ଼ରେ ଚାଲିଛି )

୬. ଦାଉପେଚ; ନାନା ଉପାୟ — ୬. Means fair or foul.