Jump to content

ତୋତ୍ର

ଉଇକିଅଭିଧାନ‌ରୁ

ତୋତ୍ର

ଉଚ୍ଚାରଣ

[ସମ୍ପାଦନା]

(ତୋତ୍ତ୍ର—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - କ୍ଳୀ. (ତୁଦ୍ ଧାତୁ=ପୀଡ଼ା ଦେବା+କରଣ. ତ୍ର)

[ସମ୍ପାଦନା]

 : ଗୋରୁଜଗା ପାଞ୍ଚଣ; ଛାଟେଣୀ — ୧. A wand or stick for driving cattle; a cowherd's wand.

 : ହାତୀ ଆଙ୍କୁଶା; ଅଙ୍କୁଶ —୨. An iron hook for driving elephants; elephant-goad.