ତୋଫାନିଆଁ
ଦେଖଣା
ତୋଫାନିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତୋଫାନୀ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ତୁଫାନି)
[ସମ୍ପାଦନା]- ୧. ବାଚାଳ — ୧. Talkative.
- ୨. ବାଗାଡ଼ମ୍ୱର ପୂର୍ଣ୍ଣ — ୨. Full of bombast; bombastic (person).
- ୩. ନିରାଟ ମିଛୁଆ (ବ୍ୟକ୍ତି) — ୩. Lying person.
- ୪. ନିରାଟ ମିଛକଥାରେ ପୂର୍ଣ୍ଣ (ବାକ୍ୟ) — ୪. Totally false.
(ଯଥା—ସେ ତୋଫାନିଆ କଥା ଗୁଡ଼ାଏ କହୁଛି)
- ୫. ଫିସାଦିଆ —୫. Artful; roguish.
- ୬. ପ୍ରଚଣ୍ଡ —୬. Fierce; violent.