Jump to content

ତୋବ୍‌ଚିନି

ଉଇକିଅଭିଧାନ‌ରୁ

ତୋବ୍‌ଚିନି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ଚୋବଚିନି)

ଏକପ୍ରକାର ବିଦେଶୀ ବଚ ବା ଗଣ୍ଠିଆ ମୂଳ —China root; smilax china; smilax Macrophylla

[ଦ୍ରଷ୍ଟବ୍ୟ —ଏହା ଅଗ୍ନିଦୀପକ, ଧାତୁ ପୁଷ୍ଟିକର, ରସାୟନ ଓ ବଳବର୍ଦ୍ଧକ, ମଳମୂତ୍ରବିଶୋଧକ, ରକ୍ତଦୋଷ ନାଶକ, ବାତ ଆମବାତ, ଶୁଳ, ଅପସ୍ମାର ଓ ଫିରଙ୍ଗି ରୋଗରେ ଉପକାରୀ ଏହା ସେବନ କରିବା ରୋଗୀର ଲବଣ ଖାଇବା ନିଷିଦ୍ଧ]