Jump to content

ତୋମର

ଉଇକିଅଭିଧାନ‌ରୁ

ତୋମର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ତୁ=ହିଂସା କରିବା+ମୃ. ଧାତୁ+କରଣ. ଅ; ବା; ତମ୍ ଧାତୁ=ଗ୍ଳାନି କରିବା+ଅର)

[ସମ୍ପାଦନା]
୧. ହସ୍ତକ୍ଷେପ୍ୟ ତୀକ୍ଷ୍ଣାଗ୍ର ଲୌହାସ୍ତ୍ରବିଶେଷ; ତେଣ୍ଡା; ବର୍ଚ୍ଛା; ଭାଲୀ —Javellin; an iron crow; lance.

ରୂଷ୍ଟି ଶକତି ଗଦା ତୋମର ପଟ୍ଟିଶ ପଡ଼ନ୍ତେ ଅଗ୍ନିପରି ଦେଖିଲାଟି ବୃଶ—କୃଷ୍ଣସିଂହ, ମହାଭାରତ. ଦ୍ରୋଣ

[ଦ୍ରଷ୍ଟବ୍ୟ —ଏହା ଅଗ୍ନିଦେବଙ୍କ ଅସ୍ତ୍ର ଏଥିରେ ବେଣ୍ଟ ଲାଗିଥାଏ]

୨. ଖ୍ରୀଷ୍ଟ ୮ମ ଠାରୁ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଦିଲ୍ଲୀରେ ରାଜତ୍ୱ କରୁଥିବା କ୍ଷତ୍ରିୟ ରାଜବଂଶ —୨. The name of a royal family of Kshatriyas who reigned over Delhi between the eighth and the twelfth century A. D.