ତୋରଣ
ଦେଖଣା
ତୋରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁର୍ ଧାତୁ=ବେଗରେ ଗମନ କରିବା+ଅଧିକରଣ ଅନ)
[ସମ୍ପାଦନା]- ୧. ବହିର୍ଦ୍ୱାର; ସିଂହଦ୍ୱାର —୧. Lion's gate; gate-way.
- ୨. ଖିଲାଣଯୁକ୍ତ ଖୁଣ୍ଟଦ୍ୱୟ; ଫାଟକ; ଗେଟ୍ —୨. Gate; an arch supprted by two pillars; arched portal.
- ୩. ଦୁଆରବନ୍ଧ; ଚଉକାଠ — ୩. Portal; door frame.
- ୪. ବାରଣ୍ଡା —୪. Varanda; portico, porch.
- ୫. ଚାନ୍ଦନୀ; ମଣ୍ଡପ —୫. An open building supported by four pillars and open on all sides.
- ୬. ଉତ୍ସବାଦି ଉପଲକ୍ଷରେ ଦୁଇ ଖୁଣ୍ଟ ବା ଦୁଆରବନ୍ଧ, ଫାଟକ ଓ କାନ୍ଥରେ ଟଙ୍ଗା ଯିବା ତୋରଣାକାରମାଳ — ୬. Festoon.