Jump to content

ତୋରଣା

ଉଇକିଅଭିଧାନ‌ରୁ

ତୋରଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୋରଣ)

[ସମ୍ପାଦନା]
୧. ତୋରଣ (ଦେଖ) - ୧. Toraṇa (See)
୨. ତ୍ରୋଣା; ଦୁଇ ଖମ୍ୱ ମଧ୍ୟରେ ଝୁଲାଯିବା ଫୁଲ ବା ପତ୍ରର ମାଳା —Festoon.

ସରଣୀରେ ଊର୍ଦ୍ଧେ ଲମ୍ୱିତ ହେଉଛି ସପୁଷ୍ପ—ପର୍ଣ୍ଣ—ତୋରଣା—ରାଧାନାଥ. ପାର୍ବତୀ