ତୋରଣ ସ୍ଫଟିକା
ଦେଖଣା
ତୋରଣ ସ୍ଫଟିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତୋରଣ+ସ୍ଫଟିକ+ଆ)
[ସମ୍ପାଦନା]ପାଣ୍ଡବମାନଙ୍କ ପାଇଁ ମୟଦାନଦ୍ୱାରା ନିର୍ମିତ ସଭାମଣ୍ଡପର ଅନୁକରଣରେ ଈର୍ଷାରେ ରଚିତ ଦୁର୍ଯ୍ୟୋଧନଙ୍କ ସଭାମଣ୍ଡପ —The audience hall or royal court which Durīyodhana got built out of envy to rival the artistic pavillion built by Mayadānaba for the Pāṇḍabas.