Jump to content

ତୋରେ

ଉଇକିଅଭିଧାନ‌ରୁ

ତୋରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) ସର୍ବନାମ

[ସମ୍ପାଦନା]
୧. ତୋଠାରେ — ୧. In thee.

ମୂରଲି ! ତୋରେ ଶରଣ ଗଲି ଦିନେ ନ ଡାକିବୁ ରାଧିକା ବୋଲି ସଙ୍ଗୀତ

୨. ତୋତେ — ୨. To thee.