ତୋଲ ପାଡ଼
ଦେଖଣା
ତୋଲ ପାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳ୍ ଧାତୁ=ଉଠାଇବା; ପତ୍ ଧାତୁ ଣିଚ୍ ପାତି=ପକାଇବା; ବଙ୍ଗଳାରୁ ଅନୁକୃତ)
[ସମ୍ପାଦନା]- ୧. ପକାଉଠା; ଲେଉଟପାଉଟ; ଅନ୍ଦୋଳନ; ଘଣ୍ଟାଚକଟା; ଆଲୋଡ଼ନ —୧. Violent agitation; topsyturvfication; commotion.
- ୨. ତୁମୁଳ ଝଗଡ଼ା; ଝଟାପଟା —୨. Violent brawl.
- ୩. ଦୌରାତ୍ମ୍ୟ; ଅତ୍ୟାଚାର —୩. Oppression; disturbance.
ବିଶେଷଣ -
[ସମ୍ପାଦନା]- ୧. ଆଲୋଡ଼ିତ; ଘଣ୍ଟାଚକଟା ହୋଇଥିବା — ୧. Agitated.
- ୨. ଲେଉଟପାଉଟ ହୋଇଥିବା — ୨. Stirred up; disturbed.
- ୩. ଉପଦ୍ରୂତ —୩. Oppressed.