Jump to content

ତୋଳନ

ଉଇକିଅଭିଧାନ‌ରୁ

ତୋଳନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଳ୍ ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଚଉଲିବା —୧. Weighment.
୨. ଉଠାଇବା —୨. Lifting.
୩. ପ୍ରସଙ୍ଗ କରଣ; ଉତ୍ଥାପନ —୩. The putting up of a matter for consideration; adducing; the raising of a question.