Jump to content

ତୋଳିହେବା

ଉଇକିଅଭିଧାନ‌ରୁ

ତୋଳିହେବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଧଇଁ ବା ଅଣଞ୍ଚାସ ପବନ ଯୋଗେ ମନୁଷ୍ୟ ପେଲି ହେବା ବା ଉଠିବା ପଡ଼ିବା — ୧. To gasp violently.
୨. ତୋଳିବା କ୍ରିୟାର କର୍ମବାଚ୍ୟରୂପ)—ଉତ୍ତୋଳିତ ହେବା; ଟେକି ହେବା —୨. To be raised.

କହିବାକୁ ସଙ୍ଗୀନୀ ତୋ ଆଗେ ଲୋ, ରାଜେ ତୋଳି ନୁହେଁ ମଥା— କବିସୂର୍ଯ୍ୟ, ସଙ୍ଗୀତ