Jump to content

ତୋଳି ଧରିବା

ଉଇକିଅଭିଧାନ‌ରୁ

ତୋଳି ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆଦର ଓ ଯତ୍ନ କରିବା — ୧. To take proper care; to look after.

ତୋଳି ଧରିବାକୁ ତାଙ୍କୁ ଆସିଛନ୍ତି ଧାଇଁ ତାଙ୍କ ପ୍ରିୟତମ ଗଣ ଭିକାରୀ. ରତ୍ନମାଳୀ

୨. ତୋଳିନେବା (ଦେଖ) - —୨. Toḻinebā (See)
୩. ତଳେପଡ଼ିଥିବା ବସ୍ତୁ ବା ବ୍ୟକ୍ତକୁ ଟେକି ଧରିବା — ୩. To hold up a thing person fallen on the ground by lifting it or him up.