ତୋଳେଇବା
ଦେଖଣା
ତୋଳେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.
[ସମ୍ପାଦନା]ତୋଳିବା କ୍ରିୟାର ଣିଜନ୍ତରୂପ — The causative form of Toḻibā.
- ୨. (ଗୃହଆଦି) ଅନ୍ୟଦ୍ୱାରା ନିର୍ମାଣ କରାଇବା — ୨. To cause (houses) to be erected.
ଇନ୍ଦ୍ରର ଅମରାବତୀ ପ୍ରାୟେ ସେ ନଗରୀ, ତୋଳାଇଲେ ମନୁ ରାଜା ନିଜେ ଇନ୍ଦ୍ର ସରି ମଧୁସୂଦନ ବାଳରାମାୟଣ
- ୨. ଅନ୍ୟଦ୍ୱାରା ଗଛରୁ ଫଳ ଫୁଲ ଆଦି ଛିଣ୍ଡାଇବା — ୨. To cause to be plucked.
- ୩. ଭୂମିରେ ଶୁଖୁଥିବା ଲୁଗାଆଦିକୁ ଅନ୍ୟ ଲୋକଦ୍ୱାରା ଗୋଟାଇ ନେବା ବା ଉଠାଇ ନେବା — ୩. To cause a cloth (which has been spread or the ground) to be taken up or picked up.
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକା ରୂପସଙ୍ଗେ ଆଣିବା, ଦେବା ନେବା, ପକାଇବା କ୍ରିୟାର ସମାପିକା ଯୁକ୍ତ ହୁଏ]