ତୋଷ
ଦେଖଣା
ତୋଷ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ତୁଷ୍ ଧାତୁ=ତୁଷ୍ଟ ହେବା+ଭାବ. ଅ)
[ସମ୍ପାଦନା]- ୧. ସନ୍ତୋଷ; ତୃପ୍ତି —୧. Satisfaction; gratification.
- ୨. ହର୍ଷ; ଆହ୍ଲାଦ; ଆନନ୍ଦ —୨. Pleasure; joy; gladness.
- ୩. ସୁଖ —୩. Happiness.
- ୪. (ତୋଷ ଧାତୁ+ଭାବ. ଅ) ସନ୍ତୁଷ୍ଟ କରାଇବା; ସନ୍ତୋଷ ଉତ୍ପାଦନ; ତୋଷଣ —୪. Act of gratifying (any one.)
- ୫. ଶ୍ରୀକୃଷ୍ଣଙ୍କର ଏକ ସଖାଙ୍କ ନାମ (ହିନ୍ଦୀ - ଶବ୍ଦସାଗର) — ୫. Name of a campanion of Ṡrīkṛushṇa.
ଦେଶଜ - ବିଶେଷଣ -
[ସମ୍ପାଦନା]ସନ୍ତୁଷ୍ଟ —Satisfied.
ଏହାଶୁଣି ଋତୁପର୍ଣ୍ଣ ତୋଷ ହେଲେ କୃଷ୍ଣସିଂହ ମହାଭାରତ. ବନ