Jump to content

ତୋଷଣ

ଉଇକିଅଭିଧାନ‌ରୁ

ତୋଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଷ୍ ଧାତୁ+ ତୁଷ୍ଟ ହେବା+ ଭାବ. ଅନ)

[ସମ୍ପାଦନା]
୧. ସନ୍ତୋଷ; ତୃପ୍ତି — ୧. Satisfaction; pleasure.
୨. ସନ୍ତୋଷ ଉତ୍ପାଦନ —୨. Act of satisfying or pleasing.
୩. (+ କରଣ. ଅନ) ସନ୍ତୋଷ ସାଧନ ବସ୍ତୁ —Object of pleasure.

ବିଶେଷଣ -

[ସମ୍ପାଦନା]
୧. (+ କର୍ତ୍ତୃ. ଅନ)—ସନ୍ତୋଷ ଉତ୍ପାଦକ; ଆନନ୍ଦ— ଦାୟକ —୨. Pleasing; produing satisfaction.
୨. ସନ୍ତୋଷଯୁକ୍ତ —୨. Contented.